সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହା ରୁଚିରେ ଭରା ହୋଇଛି
উদাহরণ : ତାଙ୍କ ପାଖରେ ରୁଚିକର କାହାଣୀ ପୁସ୍ତକଗୁଡ଼ିକର ଭଣ୍ଡାର ଅଛି
সমার্থক : ମଜାଦାର, ରୋଚକ
অন্যান্য ভাষায় অনুবাদ :हिन्दी English
जो रोचकता से भरा हुआ हो।
Arousing or holding the attention.
অর্থ : ରୁଚି ଅନୁକୁଳ ବା ଭଲ ଜଣାପଡ଼ୁଥିବା ଲୋକ
উদাহরণ : ଏହା ମୋର ମନପସନ୍ଦ ଖାଦ୍ୟ
সমার্থক : ପସନ୍ଦିଆ, ପ୍ରିୟ, ମନପସନ୍ଦ
रुचि के अनुकूल या अच्छा जान पड़नेवाला।
Appealing to the general public.
অর্থ : ରୁଚି ଉତ୍ପନ୍ନ କରୁଥିବା ବ୍ୟକ୍ତି
উদাহরণ : ମୋ ମା ରୁଚିକର ଖାଦ୍ୟ ତିଆରି କରନ୍ତି ଏଇ କାହାଣୀଟି ମନପସନ୍ଦିଆ ହେଇଛି
সমার্থক : ମନପସନ୍ଦିଆ, ରୁଚିକାରକ
रुचि उत्पन्न करने वाला।
Acceptable to the taste or mind.
ইনস্টল