অর্থ : ମେବାରରେ ପଞ୍ଚଦଶ ଶତାବ୍ଦୀରେ ଶାସନ କରୁଥିବା ରାଜସ୍ଥାନର ଜଣେ ରାଜପୁତ ରାଜା
উদাহরণ :
ରାଣା କୁମ୍ଭା କୁମ୍ଭଲଗଡ଼ର ନିର୍ମାଣ କରାଇଥିଲେ
সমার্থক : ମହାରାଣା କୁଂଭା, ମହାରାଣା କୁମ୍ଭା, ରାଣା କୁଂଭା
অন্যান্য ভাষায় অনুবাদ :
राजस्थान के एक राजपूत राजा जिसने मेवाड़ पर पंद्रहवीं सदी में राज्य किया था।
कुंभलगढ़ का निर्माण राणा कुंभा ने करवाया था।