অর্থ : ରାଜାଙ୍କର ପୁତ୍ର
উদাহরণ :
ରାଜାଙ୍କ ପରେ ରାଜକୁମାରଙ୍କର ହିଁ ତାଙ୍କ ସିଂହାସନ ଉପରେ ଅଧିକାର ଥାଏ ନେପାଳର ରାଜକୁମାର ଶାହୀ ପରିବାରକୁ ହତ୍ୟା କଲେ ଏବଂ ନିଜେ ନିଜ ଗୁଳିର ଶିକାର ହୋଇଗଲେ
সমার্থক : ରଜାପୁଅ, ରାଜକୁମାର, ରାଜପୁତ୍ର
অন্যান্য ভাষায় অনুবাদ :
A male member of a royal family other than the sovereign (especially the son of a sovereign).
prince