অর্থ : କୌଣସି ସ୍ତ୍ରୀ କୌଣସି ପୁରୁଷ ପାଖରେ ଯାଇ ରହିବା
উদাহরণ :
ଶୀଲା ମୋହନ ଘରେ ରହିଗଲାଣି
অন্যান্য ভাষায় অনুবাদ :
অর্থ : ଚାଲୁଥିବା କୌଣସି କାମ ବନ୍ଦ ହୋଇଯିବା ବା ଅଟକି ଯିବା
উদাহরণ :
ବିଜୁଳି ଚାଲିଯିବା କାରଣରୁ କିଛି କାମ ରହିଗଲା
অন্যান্য ভাষায় অনুবাদ :
অর্থ : ଖରାପ ନ ହେବା
উদাহরণ :
ଫ୍ରିଜରେ ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
সমার্থক : ରହିବା
অন্যান্য ভাষায় অনুবাদ :
অর্থ : ସମ୍ପୂର୍ଣ୍ଣ ଆଦାୟ ନହେବା
উদাহরণ :
ହଜାରରୁ ଶହେ ଟଙ୍କା ରହିଗଲା
অন্যান্য ভাষায় অনুবাদ :
অর্থ : ଆଗକୁ ଯାଇନହେବା କି ପଛକୁ ଫେରି ନହେବା
উদাহরণ :
ମାର୍ଗ ଅବରୋଧ ହୋଇଥିବା କାରଣରୁ ଆମେ ଘଣ୍ଟେ କାଳ ସେଠାରେ ରୋକିଗଲୁ
অন্যান্য ভাষায় অনুবাদ :
অর্থ : କୌଣସି କାରଣରୁ କିଛି କାମ ନହେଇପାରିବା
উদাহরণ :
ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
সমার্থক : ଛାଡ଼ିଦେବା
অন্যান্য ভাষায় অনুবাদ :