অর্থ : ସତ୍ତା, ଅସ୍ତିତ୍ୱ, ଉପସ୍ଥିତି ଆଦି ସୂଚିତ କରୁଥିବା ମୁଖ୍ୟ ଏବଂ ସବୁଠାରୁ ଅଧିକ ପ୍ରଚଳିତ କ୍ରିୟା
উদাহরণ :
ରାମ ସେ କୋଠରୀରେ ଅଛି
অন্যান্য ভাষায় অনুবাদ :
सत्ता, अस्तित्व, उपस्थिति आदि सूचित करने वाली मुख्य और सबसे अधिक प्रचलित क्रिया या सत्ता, अस्तित्व, उपस्थिति आदि रूप में होना।
रमा उस कमरे में है।Happen, occur, take place.
I lost my wallet; this was during the visit to my parents' house.অর্থ : କୌଣସି ଚାଲୁଥିବା କାର୍ଯ୍ୟ ମଝିରେ ବନ୍ଦ ହୋଇଯିବା
উদাহরণ :
କାମ ଧନ୍ଦା ସବୁ ବନ୍ଦ ହୋଇଗଲା ଗାଡ଼ି ରହିଗଲା
অন্যান্য ভাষায় অনুবাদ :
किसी चलते हुए कार्य आदि का बीच में बंद हो जाना या आगे न बढ़ना।
काम-धंधा सब रुक गया है।অর্থ : କାହାରି ଘରେ ଦୀର୍ଘସମୟ ଧରି ରହିବା
উদাহরণ :
ସେ ଏଠାରେ କେତେମାସହେଲା ରହୁଛି
সমার্থক : ଅବସ୍ଥାନକରିବା, ବାସକରିବା
অন্যান্য ভাষায় অনুবাদ :
অর্থ : କୌଣସି ବିଶେଷ ଅବସ୍ଥାରେ ରହିବା ବା ବିଶେଷ ଅବସ୍ଥାର ହେବା
উদাহরণ :
ଏଠାରେ ପାଗ ଅଧିକାଂଶ ସମୟ ଏକାଭଳି ରହେ ଏଠାରେ ମେ-ଜୁନ ମାସରେ ବହୁତ ଗରମ ହୁଏ
সমার্থক : ହେବା
অন্যান্য ভাষায় অনুবাদ :
किसी विशेष अवस्था में होना या किसी विशेष अवस्था का होना।
यहाँ मौसम अधिकतर एक जैसा रहता है।অর্থ : କାହାରି ଅନ୍ତର୍ଗତ ହେବା
উদাহরণ :
ମାଲକାନଗିରି ଓଡ଼ିଶାରେ ଆସୁଛି ଏହି କଥା ରାମାୟଣରେ ରହିଛି
সমার্থক : ଆସିବା
অন্যান্য ভাষায় অনুবাদ :
অর্থ : କୌଣସି ସ୍ଥାନରେ ଅବସ୍ଥିତ ହେବା ବା ଏକ ନିଶ୍ଚିତ ସ୍ଥିତିରେ ରହିବା
উদাহরণ :
ହିମାଳୟ ଭାରତର ଉତ୍ତରରେ
সমার্থক : ଅବସ୍ଥାନ କରିବା, ଅବସ୍ଥିତ ହେବା
অন্যান্য ভাষায় অনুবাদ :
Be located or situated somewhere. Occupy a certain position.
lieঅর্থ : ଖରାପ ହେବାକୁ ନଦେବା
উদাহরণ :
ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ
সমার্থক : ସୁରକ୍ଷିତ ରଖିବା
অন্যান্য ভাষায় অনুবাদ :
खराब न होने देना।
अचार को तेल में डुबाकर अधिक दिनों तक बचाया जा सकता है।অর্থ : ମନ ଆଦି ଭଲ ଭାବରେ ସ୍ଥିର ହେବା ଫଳରେ ତାହା ସହଜ ଭାବରେ ବାହାରି ପାରିବ ନାହିଁ
উদাহরণ :
ଆପଣଙ୍କ କଥା ତାଙ୍କ ମସ୍ତିଷ୍କରେ ଜମି ଯାଇଛିସମ୍ରାଟଙ୍କର ଏଭଳି ପ୍ରତାପ ରହିଛି ଯେ କିଛି ରାଜା ବିନା ଯୁଦ୍ଧରେ ତାଙ୍କ ଅଧୀନତା ସ୍ୱୀକାର କରିନେଲେ
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ, ଜାଗା ଆଦିରେ ରଖା ହେବା ବା ରଖିବା ବା ତାହାର ଅନ୍ତର୍ଗତ ହେବା
উদাহরণ :
ଟାଙ୍କିରେ ପାଣିଅଛିଏହି ବୋତଲରେ ଦୁଧ ଅଛି
অন্যান্য ভাষায় অনুবাদ :
किसी वस्तु, जगह आदि में रखा होना या रखना या उसके अंतर्गत होना।
टंकी में पानी है।অর্থ : ଖରାପ ନ ହେବା
উদাহরণ :
ଫ୍ରିଜରେ ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
সমার্থক : ରହିଯିବା
অন্যান্য ভাষায় অনুবাদ :
অর্থ : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
উদাহরণ :
ଶ୍ୟାମାର ଜଣେ ପ୍ରେମିକ ରହିଛି ତାର ଜଣେ ସହାୟକ ବି ଅଛନ୍ତି
সমার্থক : ଘଟିବା, ଥିବା, ସଂପର୍କ ଥିବା, ହେବା
অন্যান্য ভাষায় অনুবাদ :
Have a personal or business relationship with someone.
Have a postdoc.অর্থ : କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା
উদাহরণ :
ତାଙ୍କ ଭାଇ ଆମେରିକାରେ ରହନ୍ତି
সমার্থক : ବାସକରିବା
অন্যান্য ভাষায় অনুবাদ :
অর্থ : କାହାର ସହାୟତାରେ ରହିବା
উদাহরণ :
ଏଭଳି ଗ୍ରହଣ କରାଯାଏ କି ଶେଷନାଗର ଫଣା ଉପରେ ପୃଥିବୀ ଅବସ୍ଥିତ
সমার্থক : ଅବସ୍ଥିତ ହେବା
অর্থ : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
উদাহরণ :
ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
সমার্থক : ଚାଲିବା, ତିଷ୍ଠି ରହିବା
অন্যান্য ভাষায় অনুবাদ :
অর্থ : ହିସାବ କଲା ପରେ କିଛି ଧନ କାହା ପାଖରେ ରହିବା
উদাহরণ :
ଆପଣଙ୍କ ଉପରେ ମୋର ପାଞ୍ଚଟଙ୍କା ରହିଛି
অন্যান্য ভাষায় অনুবাদ :
অর্থ : (ଜୀବନଯାପନ କରିବାପାଇଁ) ନିବାସ କରିବା
উদাহরণ :
ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି
সমার্থক : ବସବାସକରିବା, ବାସକରିବା
অন্যান্য ভাষায় অনুবাদ :