অর্থ : ସାହିତ୍ୟର କଥା ସାହିତ୍ୟ, କାବ୍ୟ, ନାଟକଆଦିରେ ରହିଥିବା ତତ୍ତ୍ୱ ଯାହା ଅନୁରାଗ, କରୁଣା, କ୍ରୋଧ,ରତିଆଦି ମନୋଭାବକୁ ଜାଗ୍ରତ, ପ୍ରବଳ ତଥା ସକ୍ରିୟ କରେ
উদাহরণ :
ରସର ସଂଖ୍ୟା ନଅ ବୋଲି ଗଣା ଯାଇଥାଏ
অন্যান্য ভাষায় অনুবাদ :
साहित्य में कथानकों, काव्यों, नाटकों आदि में रहने वाला वह तत्व जो अनुराग, करुणा, क्रोध, रति आदि मनोभावों को जागृत, प्रबल तथा सक्रिय करता है।
रस की संख्या नौ मानी गई है।অর্থ : ବୈଦ୍ୟଶାସ୍ତ୍ର ଅନୁସାରେ ଶରୀରର ସାତ ଧାତୁ ମଧ୍ୟରୁ ପ୍ରଥମ ଧାତୁ
উদাহরণ :
ଶରୀରରେ ଥିବା ଜଳୀୟଅଂଶ ରସର ଅନ୍ତର୍ଗତ
অন্যান্য ভাষায় অনুবাদ :
অর্থ : ଗଛ ପତ୍ର ଅଥବା ଫୁଲ ପତ୍ରରେ ରହିଥିବା ତରଳ ପଦାର୍ଥ ଯାହା ଛେଚିଲେ ଓ ମକଚିଲେ ସେଥିରୁ ବାହାରେ
উদাহরণ :
ନିମ୍ବ ରସ ପିଇଲେ ତଥା ଲଗାଇଲେ ଚର୍ମ ରୋଗ ଭଲ ହୁଏ
অন্যান্য ভাষায় অনুবাদ :
অর্থ : ଔଷଧୀୟ ପ୍ରଣାଳୀରେ ପାଣି ଫୁଟାଇ ତିଆରି ହେଉଥିବା ରସ
উদাহরণ :
ବୈଦ୍ୟ ରୋଗୀକୁ ପ୍ରତିଦିନ ତୁଳସୀ କ୍ୱାଥ୍ ପିଇବାକୁ କହିଛନ୍ତି
অন্যান্য ভাষায় অনুবাদ :
অর্থ : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
উদাহরণ :
ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
সমার্থক : କ୍ଷୀର, ଖିର, ବୃକ୍ଷର ନିର୍ଯାସ
অন্যান্য ভাষায় অনুবাদ :
A milky exudate from certain plants that coagulates on exposure to air.
latex