সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ରଗଡିବା ବା ଘଷିବା କ୍ରିୟା
উদাহরণ : ଊଷା ପାତ୍ରଟିକୁ ଘର୍ଷଣ କରି ଖାଦ୍ୟର ପୋଡି ଯାଇଥିବା ଆଂଶକୁ ବାହାର କରିବାକୁ ଚେଷ୍ଟା କରୁଛି
সমার্থক : ଅବଘର୍ଷଣ, ଘର୍ଷଣ, ଘଷାମଜା
অন্যান্য ভাষায় অনুবাদ :हिन्दी English
रगड़ने या घिसने की क्रिया।
The act of rubbing or wiping.
অর্থ : କାହା ଦ୍ୱାରା ବହୁତ କାମ କରେଇବା
উদাহরণ : ଉର୍ମିଳା ସାବତ ଝିଅକୁ ଘର କାମରେ ଦିନରାତି ଖଟଉଛି
সমার্থক : ଖଟେଇବା, ଲଗେଇବା
किसी से बहुत काम कराना।
Work hard.
ইনস্টল