অর্থ : ନାଲି ପଡ଼ିଯାଇଥିବା
উদাহরণ :
ତାଙ୍କର ଅରୁଣିମ ମୁଖର ଶୋଭା ଅଲଗା ଥିଲା
অন্যান্য ভাষায় অনুবাদ :
অর্থ : ଲାଲ କରାଯାଇଥିବା
উদাহরণ :
ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
সমার্থক : ଅରୁଣିତ, ରକ୍ତାଭ, ଲାଲବର୍ଣ୍ଣଯୁକ୍ତ, ଲୋହିତ
অন্যান্য ভাষায় অনুবাদ :
অর্থ : ଲହୁ ବା ରକ୍ତ ରଙ୍ଗର
উদাহরণ :
ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
সমার্থক : ରକ୍ତବର୍ଣ୍ଣ, ରକ୍ତାଭ, ଲୋହିତ
অন্যান্য ভাষায় অনুবাদ :