সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯେଉଁ ଦୁଇ ଜଣ ସମାନ
উদাহরণ : ଏହି ପହିଲିମାନଙ୍କର ଯୋଡ଼ି ଖୁବ୍ ଭଲ
অন্যান্য ভাষায় অনুবাদ :हिन्दी English
वे दो जो बराबरी के हों।
Two items of the same kind.
অর্থ : ଦୁଇ ବ୍ୟକ୍ତି ବା ବସ୍ତୁ ଯାହା ପରସ୍ପରର ସହଯୋଗୀ
উদাহরণ : ତାଙ୍କର ଯୋଡ଼ି ବହୁତ ଭଲ ଦିଶୁଛି
সমার্থক : ଯୁଗଳ, ଯୁଗ୍ମ, ଯୋଡ଼ା
दो व्यक्ति, वस्तु आदि जो एक-दूसरे के सहयोगी या सम्बद्ध हों।
A pair who associate with one another.
অর্থ : ଯେ ସଦାବେଳେ କାହା ସହିତ ରହନ୍ତି
উদাহরণ : ରାମ ଓ ଶ୍ୟାମ ଅସଲ ଯୋଡ଼ିଦାର, ଯେଉଁଆଡ଼େ ଗଲେ ବି ଏକାଠି ଯାଆନ୍ତି
সমার্থক : ଯୋଡ଼ିଦାର, ସଙ୍ଗୀ
অন্যান্য ভাষায় অনুবাদ :हिन्दी
वह जो हमेशा किसी के साथ रहता हो।
অর্থ : ପୁରୁଷ ଓ ସ୍ତ୍ରୀର ଯୁଗ୍ମ
উদাহরণ : ବାଣୁଆ କ୍ରୌଞ୍ଚ ପକ୍ଷୀ ଯୋଡ଼ିରୁ ଗୋଟିକୁ ମାରିଦେଲେ
সমার্থক : ଯୁଗଳ, ଯୁଗ୍ମ, ଯୋଡ଼ା, ହଳ, ହଳି
नर और मादा का युग्म।
ইনস্টল