সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
উদাহরণ : ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
সমার্থক : ହଳ
অন্যান্য ভাষায় অনুবাদ :हिन्दी English
एक ही तरह की एवं साथ-साथ काम में आनेवाली दो चीज़ें जो एक इकाई के रूप में मानी जाएँ।
A set of two similar things considered as a unit.
অর্থ : ଜଣେ ଲୋକ ଥରକୁ ଏକାସାଥିରେ ପିନ୍ଧୁଥିବା ସବୁ ପୋଷାକ
উদাহরণ : ସେ ବାକ୍ସରେ ରଖିଥିବା ପୋଷାକରୁ ଏକ ଯୋଡ଼ା ବାହାର କରି ପିନ୍ଧିଲେ
অন্যান্য ভাষায় অনুবাদ :हिन्दी
एक आदमी के एक बार में एक साथ पहनने के सब कपड़े।
অর্থ : ଦୁଇ ବ୍ୟକ୍ତି ବା ବସ୍ତୁ ଯାହା ପରସ୍ପରର ସହଯୋଗୀ
উদাহরণ : ତାଙ୍କର ଯୋଡ଼ି ବହୁତ ଭଲ ଦିଶୁଛି
সমার্থক : ଯୁଗଳ, ଯୁଗ୍ମ, ଯୋଡ଼ି
दो व्यक्ति, वस्तु आदि जो एक-दूसरे के सहयोगी या सम्बद्ध हों।
A pair who associate with one another.
অর্থ : ପୁରୁଷ ଓ ସ୍ତ୍ରୀର ଯୁଗ୍ମ
উদাহরণ : ବାଣୁଆ କ୍ରୌଞ୍ଚ ପକ୍ଷୀ ଯୋଡ଼ିରୁ ଗୋଟିକୁ ମାରିଦେଲେ
সমার্থক : ଯୁଗଳ, ଯୁଗ୍ମ, ଯୋଡ଼ି, ହଳ, ହଳି
नर और मादा का युग्म।
ইনস্টল