অর্থ : କୌଣସି କାମପାଇଁ ଯୋଜନା କରିବା
উদাহরণ :
ସେ ଘରକୁ ଯିବାପାଇଁ ଯୋଜନା କରୁଛି
সমার্থক : ପରିକଳ୍ପନା କରିବା, ସଂଘଟନ କରିବା, ସଂଯୋଜନା କରିବା
অন্যান্য ভাষায় অনুবাদ :
অর্থ : କୌଣସି କାମ,ଘଟଣା ଆଦି ନିମନ୍ତେ ସ୍ଥାନ,ସମୟ ଆଦି ନିର୍ଦ୍ଧାରଣ କରିବା
উদাহরণ :
ମୁଁ ଆସନ୍ତା ମାସରେ ଘରକୁ ଯିବାର ବ୍ୟବସ୍ଥା କରୁଛି
সমার্থক : ଆୟୋଜନ କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
অন্যান্য ভাষায় অনুবাদ :
* किसी काम, घटना आदि के लिए स्थान, समय आदि निर्धारित करना।
मैंने अगले महीने घर जाने का कार्यक्रम बनाया है।