অর্থ : ଯେ ବିଚାରରେ ପୂର୍ଣ୍ଣ
উদাহরণ :
ସେ ସବୁବେଳେ ବିଚାରପୂର୍ଣ୍ଣ କଥା କହନ୍ତି
সমার্থক : ବିଚାରପୂର୍ଣ୍ଣ, ବିଚାରାତ୍ମକ
অন্যান্য ভাষায় অনুবাদ :
অর্থ : ଯାହା ତର୍କରେ ପୂର୍ଣ୍ଣ
উদাহরণ :
ମୋହନ ଭଳି ଓଲା ପିଲା ଶିକ୍ଷକଙ୍କ ପ୍ରଶ୍ନର ଯୁକ୍ତିଯୁକ୍ତ ଉତ୍ତର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା
সমার্থক : ତର୍କପୂର୍ଣ୍ଣ, ତର୍କଯୁକ୍ତ, ତର୍କସଙ୍ଗତ, ଯୁକ୍ତିଯୁକ୍ତ
অন্যান্য ভাষায় অনুবাদ :
जो तर्क से भरा हुआ हो।
मोहन जैसे भोंदू व्यक्ति ने गुरुजी के प्रश्नों का तर्कपूर्ण उत्तर देकर सबको अचंभित कर दिया।