অর্থ : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
উদাহরণ :
ସେ ଭ୍ରମଣରେ ଯାଉଛି ତାର ଯାତ୍ରା ସଫଳ ହେଲା
অন্যান্য ভাষায় অনুবাদ :
অর্থ : ଯାତ୍ରା କାଳରେ ଅତିକ୍ରମ କରା ଯାଉଥିବା ଦୂରତା
উদাহরণ :
ତାଙ୍କୁ ପଚାଶ ମାଇଲ ଦୂରତା ଭ୍ରମଣ କରିବାକୁ ପଡିଲା
সমার্থক : ଭ୍ରମଣ
অন্যান্য ভাষায় অনুবাদ :
অর্থ : କୌଣସି ମହାନ ଉଦ୍ଦେଶ୍ୟ ସାଧନ କରିବାପାଇଁ ଯିବା ବା ବାହାରିବାର ପ୍ରକ୍ରିୟା
উদাহরণ :
ସରକାର ଲୋକମାନଙ୍କୁ ସାକ୍ଷର କରିବାପାଇଁ ସାକ୍ଷରତା ଅଭିଯାନ ଚଳାଇଛନ୍ତି
সমার্থক : ଅଭିଯାନ
অন্যান্য ভাষায় অনুবাদ :
कोई बहुत बड़ा उद्देश्य सिद्ध करने के लिए निकलने या चल पड़ने की क्रिया।
सरकार ने लोगों को साक्षर करने के लिए साक्षरता अभियान चलाया है।A journey organized for a particular purpose.
expeditionঅর্থ : କୌଣସି ବିଶେଷ ସ୍ଥାନକୁ ଭ୍ରମଣ ନିମନ୍ତେ କରାଯାଉଥିବା ଯାତ୍ରା
উদাহরণ :
ଆମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭ୍ରମଣରେ ଯାଉଛନ୍ତି
সমার্থক : ଭ୍ରମଣ
অন্যান্য ভাষায় অনুবাদ :
অর্থ : ଭଲ ଓ ମନ୍ଦ ବା ସୌଭାଗ୍ୟ ଓ ଦୁର୍ଭାଗ୍ୟର ଦିନଗୁଡିକର ଚାଲୁଥିବା ଚକ୍ର
উদাহরণ :
ଜୀବନର ଚକ୍ରଯାତ୍ରାରେ ସେମାନେ ସର୍ବଦା ସନ୍ତୁଳିତ ଥିଲେ
অন্যান্য ভাষায় অনুবাদ :
अच्छे और बुरे अथवा सौभाग्य और दुर्भाग्य के दिनों का चलता रहनेवाला चक्र।
ज़िदंगी के दौर में वे हमेशा संतुलित रहे।অর্থ : ଯୁଦ୍ଧପାଇଁ ପ୍ରସ୍ଥାନ କରିବା କ୍ରିୟା
উদাহরণ :
ରାମଙ୍କର ସେନା ଲଙ୍କାଆଡ଼କୁ ପ୍ରସ୍ଥାନ କଲେ
সমার্থক : ଗମନ, ପ୍ରସ୍ଥାନ, ଯୁଦ୍ଧ ଯାତ୍ରା
অন্যান্য ভাষায় অনুবাদ :
The act of invading. The act of an army that invades for conquest or plunder.
invasionঅর্থ : କୌଣସି ଗାଡିରେ ଚଢ଼ିବାପାଇଁ ଦିଆଯାଉଥିବା କିଛି ଧନ
উদাহরণ :
ଏଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭଡ଼ା କେତ ?
সমার্থক : ପରିବହନ ଭଡ଼ା, ଭଡା, ଶୁଳ୍କ
অন্যান্য ভাষায় অনুবাদ :
किसी सवारी पर चढ़ने के लिए दिया जाने वाला कुछ निश्चित धन।
यहाँ से दिल्ली का किराया कितना है?