অর্থ : ଶରୀର କିମ୍ବା ମନକୁ ଦିଆଯାଉଥିବା ବା ହେଉଥିବା ପୀଡ଼ା
উদাহরণ :
ଭାରତକୁ ସ୍ୱାଧୀନ କରିବାପାଇଁ ଦେଶଭକ୍ତମାନଙ୍କୁ ବହୁତ କଷ୍ଟ ସହିବାକୁ ପାଡ଼ିଛି
অন্যান্য ভাষায় অনুবাদ :
Extreme distress of body or mind.
anguishঅর্থ : ରହିରହି ହେଉଥିବା କଷ୍ଟ
উদাহরণ :
ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ
অন্যান্য ভাষায় অনুবাদ :