অর্থ : ରକ୍ଷାକରିବାର ପ୍ରକ୍ରିୟା ବା ଭାବ
উদাহরণ :
କୃଷକଟି କ୍ଷେତର ଦେଖାରଖା କରୁଛି
সমার্থক : ଦେଖାରଖା, ଦେଖାଶୁଣା, ସଂରକ୍ଷଣ, ହେପାଜତ
অন্যান্য ভাষায় অনুবাদ :
The activity of protecting someone or something.
The witnesses demanded police protection.অর্থ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
উদাহরণ :
ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
সমার্থক : ଉପାୟ, ପ୍ରଯତ୍ନ, ବାଟ, ବିଧି, ମାର୍ଗ, ରାସ୍ତା, ସାଧନ
অন্যান্য ভাষায় অনুবাদ :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।অর্থ : ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
উদাহরণ :
ସଚିନ ଉତ୍ସାହ ସହିତ ବଲ୍ ମାରୁଛନ୍ତି
সমার্থক : ଆଗ୍ରହ, ଉତ୍ସାହ, ଉଲ୍ଲାସ
অন্যান্য ভাষায় অনুবাদ :
A feeling of excitement.
enthusiasm