অর্থ : ଛପ୍ପୟ ଛନ୍ଦର ଗୋଟିଏ ଭେଦ
উদাহরণ :
ଯତିରେ ପାଞ୍ଚଟି ଗୁରୁ ଏବଂ ଏକ ଶହ ବୟାଳିଶଟି ଲଘୁ ମାତ୍ରା ଅବା କାହା କାହା ଅନୁସାରେ ପାଞ୍ଚଟି ଗୁରୁ ଓ ଏକ ଶହ ଛତିଶଟି ଲଘୁ ମାତ୍ରା ଥାଏ
অন্যান্য ভাষায় অনুবাদ :
छप्पय छन्द का एक भेद।
यति में पाँच गुरु और एक सौ बयालिस लघु मात्राएँ या किसी-किसी के अनुसार पाँच गुरु और एक सौ छत्तीस लघु मात्राएँ होती हैं।অর্থ : ନହୁଷଙ୍କର ଜଣେ ପୁତ୍ର
উদাহরণ :
ପୁରାଣରେ ଯତିଙ୍କ ବର୍ଣ୍ଣନା ଅଛି
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : ଶାଳକ ରାଗର ଗୋଟିଏ ଭେଦ
উদাহরণ :
ଗାୟକ ଯତି ଗାଉଛି
অন্যান্য ভাষায় অনুবাদ :
অর্থ : ବ୍ରହ୍ମାଙ୍କର ଜଣେ ପୁତ୍ର
উদাহরণ :
ଯତିଙ୍କ ଉଲ୍ଲେଖ ଭାଗବତରୁ ଆସିଛି
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : ସଂଯମପୂର୍ବକ ବ୍ରହ୍ମଚର୍ଯ୍ୟ ପାଳନ କରିବା
উদাহরণ :
ସେ ଆଜନ୍ମ ବ୍ରହ୍ମଚାରୀ
সমার্থক : ବ୍ରତୀ, ବ୍ରହ୍ମଚର୍ଯ୍ୟ ପାଳକ, ବ୍ରହ୍ମଚାରୀ
অন্যান্য ভাষায় অনুবাদ :
संयमपूर्वक रहकर ब्रह्मचर्य का पालन करनेवाला।
भीष्मपितामह ने आजन्म ब्रह्मचारी का जीवन बिताया।An unmarried person who has taken a religious vow of chastity.
celibateঅর্থ : ନେପାଳ ତଥା ତିବ୍ବବତର ହିମାଳୟ କ୍ଷେତ୍ରରେ ରହୁଥିବା ମାନବ ପରି ଗୋଟିଏ ବଡ ବିଳାପକରୁତିବା ଜନ୍ତୁ
উদাহরণ :
ହିମମାନବର ବର୍ଣ୍ଣନା ପୌରାଣିକ କଥାରେ ମିଳେ
সমার্থক : ହିମମାନବ
অন্যান্য ভাষায় অনুবাদ :
অর্থ : ମୃଦଙ୍ଗର ଏକ ପ୍ରକାରର ପ୍ରବନ୍ଧ ବା ବୋଲ
উদাহরণ :
ଯତି ଯୋଗୁଁ ନର୍ତ୍ତକୀର ଚରଣ ଚଳଚଞ୍ଚଳ
অন্যান্য ভাষায় অনুবাদ :