অর্থ : ଆଘାତ ବା ମୋଡ଼ିହେବା କ୍ରିୟା ବା ଭାବ
উদাহরণ :
ମୁଁ ଆଘାତ ଯୋଗୁ ବେକ ବୁଲେଇପାରୁନାହିଁ
সমার্থক : ଆଘାତ, ଖୁଞ୍ଚିହେବା
অন্যান্য ভাষায় অনুবাদ :
অর্থ : ମୋଡ଼ିବାର କାମ
উদাহরণ :
ମୋଡ଼ିହେବାଯୋଗୁଁ ମୋ ହାତ ଦରଜ ହୋଇଛି
সমার্থক : ମୋଡ଼ିବା
অন্যান্য ভাষায় অনুবাদ :
অর্থ : ଶୁଖିକରି ସଙ୍କୁଚିତ ତଥା କଡ଼ା ହୋଇଯିବା
উদাহরণ :
ଖରାରେ ଶୁଖାଇଲେ ଜିନିଷ ମୋଡ଼ି ହୋଇଯାଏ
অন্যান্য ভাষায় অনুবাদ :
Wither, as with a loss of moisture.
The fruit dried and shriveled.