অর্থ : ମୋଡ଼ିବାର କାମ
উদাহরণ :
ମୋଡ଼ିହେବାଯୋଗୁଁ ମୋ ହାତ ଦରଜ ହୋଇଛି
সমার্থক : ମୋଡ଼ିହେବା
অন্যান্য ভাষায় অনুবাদ :
অর্থ : ଦିଗ ପରିବର୍ତ୍ତନ କରିବା
উদাহরণ :
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
অন্যান্য ভাষায় অনুবাদ :
Change orientation or direction, also in the abstract sense.
Turn towards me.অর্থ : କୌଣସି ବସ୍ତୁ ଆଦିକୁ ବଙ୍କା କରିବା
উদাহরণ :
ସେ ଲୁହାଛଡ଼କୁ ବଙ୍କା କରୁଛି
সমার্থক : ବଙ୍କାକରିବା
অন্যান্য ভাষায় অনুবাদ :
অর্থ : ଦିଗ ପରିବର୍ତ୍ତନ କରିବା
উদাহরণ :
ରାସ୍ତା ବଦଳାଇବାପାଇଁ ଡ୍ରାଇଭର କାରକୁ ମୋଡ଼ିଲେ
সমার্থক : ବୁଲାଇବା
অন্যান্য ভাষায় অনুবাদ :
Change orientation or direction, also in the abstract sense.
Turn towards me.