অর্থ : ମୋହର ଲଗାଇବା ପରେ ପ୍ରାପ୍ତ ଛାପ ବା ଆକୃତି
উদাহরণ :
ସେ କାଗଜ ଉପରେ ଲାଗିଥିବା ମୋହରରେ ଦସ୍ତଖତ କଲେ
অন্যান্য ভাষায় অনুবাদ :
অর্থ : ସତରଶହ ଶତାଦ୍ଦୀର ମଧ୍ୟଭାଗରୁ ଉଣେଇଶ ଶହ ବତିଶ ପର୍ଯ୍ୟନ୍ତ ଚଳୁଥିବା ଗୋଟିଏ ମୁଦ୍ରା
উদাহরণ :
ମୋହର ସୁନା ବା ରୁପାରେ ହେଉଥିଲା
সমার্থক : ମଉଡ
অন্যান্য ভাষায় অনুবাদ :
Monetary unit in Nepal.
nepalese monetary unit