অর্থ : ତଳରୁ ଉପର ପର୍ଯ୍ୟନ୍ତ ସମାନ ରୂପରେ ମୋଟା
উদাহরণ :
ସେ ଥଣ୍ଡାରୁ ରକ୍ଷାପାଇବାପାଇଁ ଗୋଟିଏ ମୋଟା କମ୍ବଳ ଘୋଡ଼େଇ ହେଲା
অন্যান্য ভাষায় অনুবাদ :
नीचे से लेकर ऊपर तक समान रूप से मोटा।
चोटियों पर मोटी बर्फ जमी हुई है।অর্থ : ଫୁଲିଯାଇଥିବା ବା ସ୍ଥୂଳ ଶରୀରର ବା ଅତ୍ୟଧିକ ମାଂସ ଯୁକ୍ତ
উদাহরণ :
ସୂମୋ ପହିଲିମାନ ବହୁତ ମୋଟା ହୋଇଛିମୋଟା ଲୋକମାନଙ୍କୁ ହୃଦ ରୋଗର ବିପଦ ଅଧିକ ଥାଏ
অন্যান্য ভাষায় অনুবাদ :
অর্থ : ମଜବୁତ ଶରୀରର
উদাহরণ :
ଏକ ପତଳା ପହିଲିବାନ ଏକ ତାଗଡ଼ା ପହିଲିବାନକୁ ଧୂଳି ଚଟେଇ ଦେଲା
সমার্থক : ତାଗଡ଼ା, ପୃଥୁଳ, ହୃଷ୍ଟ ପୁଷ୍ଟ
অন্যান্য ভাষায় অনুবাদ :
मजबूत शरीर वाला।
एक दुबले-पतले पहलवान ने एक तगड़े पहलवान को धूल चटा दी।অর্থ : ଯାହାର ଚୁନା ବା ଗୁଣ୍ଡ ଚିକ୍କଣ ନୁହେଁ
উদাহরণ :
ଖଦଡ଼ା ଅଟାରେ ରୋଟି ଭଲ ଫୁଲେ ନାହିଁ
সমার্থক : ଖଣ୍ଡଖଣ୍ଡିଆ, ଖଦଡ଼ା
অন্যান্য ভাষায় অনুবাদ :
অর্থ : ସାଧାରଣ ବା ଯାହା ଭଲ ନୁହେଁ
উদাহরণ :
ଦରିଦ୍ରମାନେ ମୋଟା ଶସ୍ୟରେ ହିଁ କାମ ଚଳାଇ ନିଅନ୍ତି
সমার্থক : ବଗଡ଼ା
অন্যান্য ভাষায় অনুবাদ :
Moderate to inferior in quality.
They improved the quality from mediocre to above average.