অর্থ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
উদাহরণ :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
অন্যান্য ভাষায় অনুবাদ :
অর্থ : କ୍ଲାନ୍ତି ଦୂରକରିବାପାଇଁ କାହାରି ଶରୀରରେ ମୁଠିଦ୍ବାରା ଧୀରେ ଧୀରେ ଆଘାତ କରିବା ପ୍ରକ୍ରିୟା
উদাহরণ :
ସେଠଜୀ ସେବକରାମଠାରୁ ମୁଥ ଖାଉଛନ୍ତି
অন্যান্য ভাষায় অনুবাদ :
बँधी हुई मुट्ठिओं से किसी के शरीर पर उसकी थकावट दूर करने के लिए धीरे-धीरे आघात करने की क्रिया।
सेठजी सेवकराम से मुक्की लगवा रहे हैं।অর্থ : ମୁଷ୍ଠିଦ୍ୱାରା କରିବା ପ୍ରହାର
উদাহরণ :
କେବେ କେବେ ମୁଷ୍ଠିଘାତ ବି ଜଣକ ଜୀବନ ନେଇପାରେ
সমার্থক : ଘୁଷା, ଘୁଷି, ମୁଷ୍ଠିଘାତ, ମୁଷ୍ଠିପ୍ରହାର
অন্যান্য ভাষায় অনুবাদ :