অর্থ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
উদাহরণ :
ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
অন্যান্য ভাষায় অনুবাদ :
অর্থ : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
উদাহরণ :
ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
সমার্থক : ମୁଠି
অন্যান্য ভাষায় অনুবাদ :
অর্থ : ଚାପିବା, କଷିବା ଆଦିର ଉପକରଣ
উদাহরণ :
ବହିବନ୍ଧାଳୀ ଚାପୁଆଣିରେ ଚାପି ବହିର ପୃଷ୍ଠା କାଟେ
সমার্থক : ଚାପୁଆଣି
অন্যান্য ভাষায় অনুবাদ :
অর্থ : ଧରିବାର କାର୍ଯ୍ୟ
উদাহরণ :
ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
অন্যান্য ভাষায় অনুবাদ :