অর্থ : କୌଣସି ବନ୍ଦୀ କିମ୍ବା ଫସିଥିବା ବସ୍ତୁର ଅଲଗା ହେବା
উদাহরণ :
ମାଛ ଜାଲରୁ ଖୋଲିଗଲା
সমার্থক : ଅନ୍ମୁକ୍ତ ହେବା, ଆଜାଦ ହେବା, ଖୋଲିବା, ବନ୍ଧନ ମୁକ୍ତ ହେବା
অন্যান্য ভাষায় অনুবাদ :
किसी बँधी या फँसी हुई वस्तु का अलग होना।
मछली जाल से छूट गई।অর্থ : ଅଭିଯୋଗ,ଦୋଷ ଆଦିରୁ ମୁକ୍ତ ହେବା ବା ଛାଡ଼ ପାଇବା
উদাহরণ :
ଏହି ଇଲାକାର ନାମୀ ଗୁଣ୍ଡା କାଲି ହିଁ ଜେଲରୁ ଖଲାସ ହୋଇଛି
সমার্থক : ଖଲାସ ହେବା
অন্যান্য ভাষায় অনুবাদ :