অর্থ : ଯେ ନିଜର କାର୍ଯ୍ୟ ବା କର୍ତ୍ତବ୍ୟରୁ ମୁକ୍ତ ହୋଇସାରିଛି
উদাহরণ :
ସେ ସାଂସାରିକ ମୋହରୁ ନିବୃତ୍ତ ହୋଇ ସନ୍ୟାସ ଗ୍ରହଣ କରିଛନ୍ତି ମୁଁ ନିଜ କାମରୁ ମୁକ୍ତ ହୋଇଗଲି
অন্যান্য ভাষায় অনুবাদ :
অর্থ : ଯାହା ବନ୍ଧା ହୋଇନାହିଁ
উদাহরণ :
ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି
সমার্থক : ଉନ୍ମୁକ୍ତ, ଖୋଲା, ବନ୍ଧନମୁକ୍ତ, ବନ୍ଧନହୀନ
অন্যান্য ভাষায় অনুবাদ :
Not restrained or tied down by bonds.
unboundঅর্থ : ଯେ ବଶକୁ ଆସେନାହିଁ
উদাহরণ :
ମନ ବଶହୀନ ନୁହେଁ; ଧ୍ୟାନ, ଯୋଗଆଦି ଦ୍ୱାରା ଏହାକୁ ବଶକୁ ଅଣାଯାଇପାରେ
অন্যান্য ভাষায় অনুবাদ :
Impossible to repress or control.
An irrepressible chatterbox.অর্থ : (କବିତାର ସେହି ପ୍ରକାର) ଯାହାର ଶେଷ ପାଦର ଉପଧା ବା ଅନ୍ତାକ୍ଷର ମେଳ ହୁଏନାହିଁ
উদাহরণ :
ଏହା ମୁକ୍ତ ପଦାବଳୀର ପୁସ୍ତକ
সমার্থক : ଅନ୍ତାକ୍ଷରହୀନ, ମେଳହୀନ
অন্যান্য ভাষায় অনুবাদ :