অর্থ : ରାଜପୂତାନାର ଏକ ଯୋଦ୍ଧା ଜାତି
উদাহরণ :
ମୀନାଜାତିର ଲୋକେ ବାହାଦୁର ହୋଇଥାଆନ୍ତି
সমার্থক : ମୀନାଜାତି
অন্যান্য ভাষায় অনুবাদ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiঅর্থ : ଉଷାଙ୍କ କନ୍ୟା
উদাহরণ :
ପୁରାଣରେ ମୀନାଙ୍କ ବର୍ଣ୍ଣନା ମିଳେ
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : ଗୋଟିଏ ଦାମୀ ପଥର
উদাহরণ :
ମୀନା ନୀଳ ରଙ୍ଗର ହୋଇଥାଏ
অন্যান্য ভাষায় অনুবাদ :
অর্থ : ମଦ ରଖିବାର ପାତ୍ର ବା ସୁରେଇ
উদাহরণ :
ଆସରକୁ ଆସିଥିବା ଲୋକଙ୍କୁ ଦାସୀମାନେ ମୀନାରୁ ମଦ ଢାଳି ପିଆଉଥିଲେ
অন্যান্য ভাষায় অনুবাদ :