অর্থ : ଗୋଟିଏ ବସ୍ତୁର ଅନ୍ୟ ବସ୍ତୁ ସହିତ ମିଶିଯିବାର କ୍ରିୟା
উদাহরণ :
କୁହାଯାଏ କି ମୃତ୍ୟୁ ପରେ ଆତ୍ମା ପରମାତ୍ମାରେ ବିଲୟ ହୋଇଯାଏ
অন্যান্য ভাষায় অনুবাদ :
অর্থ : ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ
উদাহরণ :
ପିଲାଟି ଡରିକରି ତା’ ମାର ଛାତିକୁ ଜାବୁଡ଼ି ଧଇଲା ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା
সমার্থক : ଜାବୁଡ଼ି ଧରିବା, ଯୋଡ଼ିହେବା, ଲାଗିବା
অন্যান্য ভাষায় অনুবাদ :