সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହା ସତ୍ୟ ନୁହେଁ
উদাহরণ : ମିଛ କହିବା ପାପ
সমার্থক : ଅସତ୍ୟ, ମିଛ
অন্যান্য ভাষায় অনুবাদ :हिन्दी English
वह जो सत्य न हो।
The state of being false or untrue.
অর্থ : ଯାହାର ଉଚିତ ବା ଠିକ୍ ଆଧାର ନ ଥାଏ
উদাহরণ : ଲୋକମାନଙ୍କ ମନରେ ନିଜ ବିଷୟରେ ମିଥ୍ୟା ଭାବନା ରହିଥାଏ
অন্যান্য ভাষায় অনুবাদ :हिन्दी
जिसका कोई उचित या ठीक आधार न हो।
অর্থ : ଯିଏ ଅସତ୍ୟରେ ପୂର୍ଣ୍ଣ
উদাহরণ : ସାକ୍ଷୀର ମିଥ୍ୟା ବୟାନ ଯୋଗୁଁ ନିର୍ଦ୍ଦୋଷୀକୁ ଫାସୀ ଦଣ୍ଡ ମିଳିଲା
সমার্থক : ଅମୂଳକ, ଅସତ୍ୟ, ଭୁଲ୍, ମିଛ
जो असत्यता से भरा हुआ हो।
Not according with the facts.
ইনস্টল