অর্থ : ସତ କହିବାପାଇଁ ଶପଥକରି ମଧ୍ୟ ମିଛ କହିବାର ପ୍ରକ୍ରିୟା
উদাহরণ :
ଆଜିକାଲି କେତେକ ସାକ୍ଷୀ ତାଙ୍କ ଇଜ୍ଜତ ବିକ୍ରିକରି ମିଛସାକ୍ଷୀ ଦିଅନ୍ତି
সমার্থক : କୂଟ ସାକ୍ଷ୍ୟ, ମିଥ୍ୟା ଶପଥ, ମିଥ୍ୟାସାକ୍ଷୀ
অন্যান্য ভাষায় অনুবাদ :
सच बोलने की कसम खाकर भी झूठ बोलने की क्रिया।
आजकल कुछ गवाह अपने ईमान को बेचकर दरोगहलफी करते हैं।