অর্থ : ସ୍ତ୍ରୀ ଦୃଷ୍ଟିରେ ତାଙ୍କର ବିବାହିତ ପୁରୁଷ
উদাহরণ :
ଶିଲାଙ୍କ ସ୍ୱାମୀ ଚାଷକରି ପରିବାର ପୋଷଣ କରୁଛନ୍ତି
সমার্থক : କାନ୍ତ, ଗିରସ୍ତ, ଗେରସ୍ତ, ଘଇତା, ଘରବାଲା, ଜୀବନସାଥୀ, ନାଥ, ପତି, ପ୍ରଭୁ, ବର, ଭର୍ତ୍ତା, ମରଦ, ମର୍ବ୍ଦ, ସ୍ୱାମୀ
অন্যান্য ভাষায় অনুবাদ :
स्त्री की दृष्टि से उसका विवाहित पुरुष।
शीला का पति किसानी करके परिवार का पालन-पोषण करता है।