অর্থ : ଅଚାନକ ବହୁତ ଅଧିକ ସଂଖ୍ୟାରେ ଆସିବାର ପ୍ରକ୍ରିୟା
উদাহরণ :
ଲୋକପ୍ରିୟ ନେତାଙ୍କୁ ଦେଖିବା ନିମନ୍ତେ ଲୋକଙ୍କ ଭିଡ଼ ମାଡ଼ିଆସିଲା
অন্যান্য ভাষায় অনুবাদ :
अचानक बहुत अधिक मात्रा में आने की क्रिया।
भीड़ की उमड़ को रोकने के लिए पुलिस को अश्रु गैस छोड़नी पड़ी।অর্থ : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା
উদাহরণ :
ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ
অন্যান্য ভাষায় অনুবাদ :
অর্থ : କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା
উদাহরণ :
ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା
সমার্থক : ପହଞ୍ଚିବା, ବିସ୍ତାରିତ ହେବା
অন্যান্য ভাষায় অনুবাদ :