অর্থ : ଜଣେ ରାକ୍ଷସ
উদাহরণ :
ମାଳୀ ରାବଣର ଅଜା ଥିଲା
অন্যান্য ভাষায় অনুবাদ :
অর্থ : ବଗିଚାରେ ଥିବା ଗଛରେ ପାଣି ଦେବା ଏବଂ ସେଗୁଡ଼ିକ ରକ୍ଷଣାବେକ୍ଷଣ କରୁଥିବା ଲୋକ
উদাহরণ :
ମାଳୀ ଉଦ୍ୟାନରେ ନୂଆନୂଆ ଗଛ ଲଗାଉଛି
সমার্থক : ଉଦ୍ୟାନପାଳକ, ଉଦ୍ୟାନରକ୍ଷକ
অন্যান্য ভাষায় অনুবাদ :