অর্থ : ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି
উদাহরণ :
ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି
সমার্থক : ଅଗ୍ରଗଣ୍ୟ, ଗଣମାନ୍ୟ, ଗୌରବାନ୍ୱିତ, ନାମୀ, ପ୍ରତିଷ୍ଠିତ, ମାନନୀୟ, ସମ୍ଭ୍ରାନ୍ତ, ସମ୍ମାନିତ
অন্যান্য ভাষায় অনুবাদ :
जिसे प्रतिष्ठा मिली हो या जिसकी प्रतिष्ठा हो।
पंडित महेश अपने क्षेत्र के एक प्रतिष्ठित व्यक्ति हैं।অর্থ : ଯାହା ସ୍ୱୀକାର କରାଯାଇଛି
উদাহরণ :
ଏହା ଭାରତ ସରକାରଙ୍କଦ୍ୱାରା ସ୍ୱୀକୃତ ପରିଯୋଜନା
সমার্থক : ମଞ୍ଜୁରୀପ୍ରାପ୍ତ, ସ୍ୱୀକୃତ
অর্থ : ମାନିବା ଯୋଗ୍ୟ
উদাহরণ :
ଏ କଥା ମାନିବା ଯୋଗ୍ୟ ହେଉ, ତେବେତ କେହି ବିଶ୍ୱାସ କରିବେ
সমার্থক : ମାନିବା ଯୋଗ୍ୟ
অন্যান্য ভাষায় অনুবাদ :
Worthy of acceptance or satisfactory.
Acceptable levels of radiation.