অর্থ : ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା
উদাহরণ :
ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା
সমার্থক : କହିପକାଇବା, କହିପକେଇବା, ସ୍ୱୀକାରକରିବା
অন্যান্য ভাষায় অনুবাদ :
অর্থ : ସହମତ ହେବା
উদাহরণ :
ମୁଁ ଆପଣଙ୍କ କଥା ମାନୁଛି
সমার্থক : ରାଜି ହେବା, ସମ୍ମତ ହେବା, ସ୍ୱୀକାର କରିବା
অন্যান্য ভাষায় অনুবাদ :
सहमत होना।
मैं आपकी बात मानता हूँ।অর্থ : କାହାରି ପ୍ରତି ଆଦର ଭାବ ରଖିବା
উদাহরণ :
ମୁଁ ତାଙ୍କୁ ବହୁତ ମାନେ
অন্যান্য ভাষায় অনুবাদ :
অর্থ : କାହାରି କଥା, ଆଦେଶ ଆଦି ଅନୁସାରେ କାମ କରିବା
উদাহরণ :
ସେ ମୋ ଆଦେଶ ମାନିଲା ନାହିଁ
সমার্থক : ପାଳନ କରିବା
অন্যান্য ভাষায় অনুবাদ :
Be obedient to.
obeyঅর্থ : କଳ୍ପନା କରିବା
উদাহরণ :
ଆମେ ପ୍ରଶ୍ନର ଉତ୍ତର କରିବା ପାଇଁ ଅଜଣା ଅଙ୍କ ସ୍ଥାନରେ କ ଏବଂ ଖ କୁ କଳ୍ପନା କରିଛୁ
সমার্থক : କଳ୍ପନା କରିବା, ଗ୍ରହଣ କରିବା, ଭାବିବା
অন্যান্য ভাষায় অনুবাদ :
कल्पना करना।
हमने सवाल हल करने के लिए क और ख को अनभिज्ञ अंकों के स्थान पर माना है।Form a mental image of something that is not present or that is not the case.
Can you conceive of him as the president?.অর্থ : ସୁନ୍ଦର ବା ଭଲ ଲାଗିବା
উদাহরণ :
ଏହି ପୋଷାକ ଆପଣଙ୍କୁ ମାନୁଛି
সমার্থক : ଭଲ ଲାଗିବା, ଶୋଭିତ ହେବା
অন্যান্য ভাষায় অনুবাদ :
सुंदर या अच्छा लगना।
यह पोशाक आप पर खिल रही है।অর্থ : ଧାର୍ମିକ ଦୃଷ୍ଟିରେ କୌଣସି କଥାରେ ଶ୍ରଦ୍ଧା ବା ବିଶ୍ୱାସ କରିବା
উদাহরণ :
ମୁ ନିରାକାର ଈଶ୍ୱରଙ୍କୁ ମାନେ
সমার্থক : ସ୍ୱୀକାର କରିବା
অন্যান্য ভাষায় অনুবাদ :
অর্থ : ମହତ୍ତ୍ୱ ବୁଝିବା
উদাহরণ :
ଏବେ ତ ମାନିବାକୁ ପଡ଼ିବଯେ ଆପଣ ଗୃହବିଜ୍ଞାନର ବିଶେଷଜ୍ଞ
সমার্থক : ସ୍ୱୀକାରକରିବା
অন্যান্য ভাষায় অনুবাদ :
Accept (someone) to be what is claimed or accept his power and authority.
The Crown Prince was acknowledged as the true heir to the throne.