অর্থ : ପୃଥିବୀରେ ରହୁଥିବା ସମସ୍ତ ମନୁଷ୍ୟ
উদাহরণ :
ପ୍ରକୃତି ମଣିଷଜାତିକୁ ଅନେକ କିଛି ଦେଇଛି
সমার্থক : ମଣିଷଜାତି, ମନୁଷ୍ୟ, ମାନବଜାତି
অন্যান্য ভাষায় অনুবাদ :
All of the living human inhabitants of the earth.
All the world loves a lover.অর্থ : ନିଜ ବୁଦ୍ଧି ବଳ କାରଣରୁ ସବୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ଏକ ଦ୍ୱିପଦ ପ୍ରାଣୀ ଯାହାମଧ୍ୟରେ ଆମେ, ଆପଣ, ଏବଂ ସବୁ ଲୋକ ଅଛନ୍ତି
উদাহরণ :
ମାନବ ନିଜ ବୁଦ୍ଧି କାରଣରୁ ସବୁ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ
অন্যান্য ভাষায় অনুবাদ :
Any living or extinct member of the family Hominidae characterized by superior intelligence, articulate speech, and erect carriage.
homo, human, human being, man