অর্থ : ମାଟି ଲଗାଇ ମାଜିବା
উদাহরণ :
ଜେଜେ ସ୍ନାନକରିସାରି ସୂର୍ଯ୍ୟଦେବତାଙ୍କୁ ଜଳ ଦେବାପାଇଁ ଢାଳକୁ ମାଜୁଛନ୍ତି
সমার্থক : ଘଷି ପରିଷ୍କାର କରିବା
অন্যান্য ভাষায় অনুবাদ :
অর্থ : ମଇଳା ଛଡ଼େଇବା ବା ଚକ୍ଚକ୍ କରିବା ପାଇଁ କୌଣସି ବସ୍ତୁକୁ ରଗଡ଼ିବା
উদাহরণ :
ଗାଁଲୋକେ ବାସନକୁସନକୁ ପାଉଁଶ ବା ମାଟିରେ ମାଜନ୍ତି
সমার্থক : ମାଜକରିବା
অন্যান্য ভাষায় অনুবাদ :
मैल छुड़ाने या चिकना करने के लिए किसी वस्तु को रगड़ना।
गाँव के लोग बरतन को राख या मिट्टी से माँजते हैं।