সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ବଡ଼ଲୋକମାନଙ୍କପାଇଁ ଏକ ଆଦର ସୂଚକ ସମ୍ବୋଧନ
উদাহরণ : ହଜୁର ! ଆପଣ କେମିତି ଅଛନ୍ତି ?
সমার্থক : ଆଜ୍ଞା, ମହୋଦୟ, ହଜୁର
অন্যান্য ভাষায় অনুবাদ :हिन्दी
बड़े व्यक्तियों के लिए एक आदरसूचक संबोधन।
অর্থ : ମହାନ ବା ଉଚ୍ଚ ବିଚାର ଓ ଆଶା ରଖିଥିବା ବ୍ୟକ୍ତି
উদাহরণ : ମହାନୁଭବଙ୍କ ସଙ୍ଗତି ଲାଭପ୍ରଦ ହୋଇଥାଏ
সমার্থক : ମହାନୁଭବ
অন্যান্য ভাষায় অনুবাদ :हिन्दी English
महान या उच्च आशय और विचारों वाला व्यक्ति।
A man of refinement.
অর্থ : ଯେ ଅତ୍ୟଧିକ ସମ୍ମାନର ପାତ୍ର(ବିଶେଷକରି ସମ୍ବୋଧନପାଇଁ ପ୍ରଯୁକ୍ତ)
উদাহরণ : ମାନ୍ୟବର,ଆପଣଙ୍କ ଲେଖା ଆମ ପତ୍ରିକାରେ ପ୍ରକାଶିତ ହୋଇଛି
সমার্থক : ମହୋଦୟ, ମାନ୍ୟବର
वह जो अत्यधिक सम्मान का पात्र हो (विशेषकर संबोधन के लिए प्रयुक्त)।
অর্থ : ପୁରୁଷମାନଙ୍କ ନିମନ୍ତେ ଏକ ଆଦର ସୂଚକ ସମ୍ବୋଧନ
উদাহরণ : ଅପରିଚିତ ବ୍ୟକ୍ତି ମୋତେ ପଚାରିଲେ,ମହାଶୟ ମୁଁ ଆପଣଙ୍କ ବିଷୟରେ କିଛି ଜାଣିପାରେକି?
সমার্থক : ମହୋଦୟ
पुरुषों के लिए एक आदरसूचक संबोधन।
Term of address for a man.
ইনস্টল