অর্থ : କୌଣସି ବସ୍ତୁଆଦିକୁ ନଷ୍ଟକରିବାର କ୍ରିୟା
উদাহরণ :
ପରମେଶ୍ୱର ଶତ୍ରୁମାନଙ୍କୁ ମର୍ଦ୍ଦନ କରିବାପାଇଁ ଜନ୍ମ ନେଇଥାନ୍ତି
সমার্থক : ନଷ୍ଟୀକରଣ
অন্যান্য ভাষায় অনুবাদ :
The termination of something by causing so much damage to it that it cannot be repaired or no longer exists.
destruction, devastationঅর্থ : ଭଲ ଭାବରେ ମକଚିବା, ପେଶିବା, ବା ରଗଡିବା ଆଦି କ୍ରିୟା ବା ଭାବ
উদাহরণ :
ଶରୀର ମର୍ଦ୍ଦନ ପଶ୍ଚାତ ସେ ଗାଧୋଇବାକୁ ଚାଲିଗଲା
অন্যান্য ভাষায় অনুবাদ :
अच्छी तरह से मसलने, पीसने या रगड़ने आदि की क्रिया या भाव।
शरीर के आमर्दन के पश्चात वह स्नान करने चला गया।অর্থ : ହାତରେ କିଛି ବସ୍ତୁକୁ ଦଳିବା କ୍ରିୟା
উদাহরণ :
ପହିଲିମାନ ନିଜ ଶରୀରର ମର୍ଦ୍ଦନ ପରେ ହିଁ ଆଖଡାରେ ଓହ୍ଲାଏ
অন্যান্য ভাষায় অনুবাদ :
Kneading and rubbing parts of the body to increase circulation and promote relaxation.
massage