অর্থ : ଜୀବନରୁ ମାରିଦେବା କାମ ଅନ୍ୟଦ୍ୱାରା କରେଇବା
উদাহরণ :
ସୁଗ୍ରୀବ ବାଳୀକୁ ରାମଙ୍କଦ୍ୱାରା ହତ୍ୟାକରାଇଥିଲେ
সমার্থক : ମରେଇବା, ହତ୍ୟାକରାଇବା, ହତ୍ୟାକରେଇବା
অন্যান্য ভাষায় অনুবাদ :
অর্থ : କାହାଉପରେ ଅନ୍ୟ କାହାଦ୍ୱାରା କୌଣସି ବସ୍ତୁରେ ଆଘାତ କରାଇବା
উদাহরণ :
ବାପା ଗୁରୁଜୀଙ୍କଦ୍ୱାରା ଆମକୁ ମାଡ଼ଖୁଆଇଲେ
সমার্থক : ଆଘାତ କରାଇବା, ପିଟାଇବା, ମାଡ଼ଖୁଆଇବା
অন্যান্য ভাষায় অনুবাদ :
किसी दूसरे द्वारा किसी पर किसी वस्तु आदि से आघात कराना।
पिताजी ने अध्यापक से हमको पिटवाया।