অর্থ : ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ
উদাহরণ :
ସାଧୁ ସନ୍ଥମାନେ ମୋହରେ ପଡ଼ନ୍ତି ନାହିଁ
সমার্থক : ଅସ୍ମିତା, ବିମୋହ, ମାୟା, ମୋହ
অন্যান্য ভাষায় অনুবাদ :
A feeling of great liking for something wonderful and unusual.
captivation, enchantment, enthrallment, fascinationঅর্থ : ଛୋଟ ଏବଂ ସମବୟସ୍କଙ୍କ ପ୍ରତି ହୃଦୟରୁ ଆସୁଥିବା ପ୍ରେମ
উদাহরণ :
ପିଲାଙ୍କପାଇଁ ଚାଚା ନେହେରୁଙ୍କର ବହୁତ ସ୍ନେହ ଥିଲା
অন্যান্য ভাষায় অনুবাদ :
A positive feeling of liking.
He had trouble expressing the affection he felt.অর্থ : ମାଆର ସନ୍ତାନପ୍ରତି ଥିବା ସ୍ନେହ
উদাহরণ :
ପିଲାମାନେ ମାଆଙ୍କ ମମତାର ଛାଇରେ ବଢନ୍ତି
অন্যান্য ভাষায় অনুবাদ :
A positive feeling of liking.
He had trouble expressing the affection he felt.