অর্থ : ମାପିବାକାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
ଦୋକାନୀ ତା ପୁଅଦ୍ୱାରା କପଡ଼ା ମପାଉଛି
সমার্থক : ତଉଲ କରାଇବା, ମାପ କରାଇବା
অন্যান্য ভাষায় অনুবাদ :
অর্থ : ଅନ୍ୟ କାହାଦ୍ୱାରା ତଉଲିବାକାମ କରାଇବା
উদাহরণ :
ସୀତା ମୋହନଦ୍ୱାରା ଧାନ ଓଜନ_କରାଉଛି
সমার্থক : ଓଜନ କରାଇବା, ତଉଲାଇବା
অন্যান্য ভাষায় অনুবাদ :