অর্থ : ମନକୁ ପ୍ରସନ୍ନ କରିବାପାଇଁ କୌଣସି କାମ କରିବା
উদাহরণ :
ଆମେମାନେ ମେଳାରେ ବହୁତ ମନୋରଞ୍ଜନ କଲୁ
সমার্থক : ଆମୋଦ ପ୍ରମୋଦ କରିବା, ଉପଭୋଗ କରିବା, ମନ ପ୍ରସନ୍ନ କରିବା
অন্যান্য ভাষায় অনুবাদ :
मन को प्रसन्न करने के लिए कोई काम करना।
हास्य नाटककारों ने हम लोगों का बहुत मनोरंजन किया।অর্থ : ଆମୋଦ ପ୍ରମୋଦ ବସ୍ତୁର ବ୍ୟବହାର କରିବା
উদাহরণ :
ପରୀକ୍ଷା ସରିବା ପରେ ହିଁ ଅନେକ ମଉଜମସ୍ତି ହେଲା
সমার্থক : ଆମୋଦ ପ୍ରମୋଦ କରିବା, ମଉଜମସ୍ତି ହେବା, ମଜା କରିବା
অন্যান্য ভাষায় অনুবাদ :
অর্থ : ମଉଜମସ୍ତି ବା ଖାଦ୍ୟପେୟପାଇଁ ପାର୍ଟି କରିବା ବା ପାର୍ଟିରେ ସାମିଲ ହେବା
উদাহরণ :
ପରୀକ୍ଷାପରେ ଆମେସବୁ ଖୁବ ପାର୍ଟି କରିବା
সমার্থক : ପାର୍ଟି କରିବା, ମଉଜମସ୍ତି କରିବା
অন্যান্য ভাষায় অনুবাদ :
* मौजमस्ती या खाने-पीने के लिए पार्टी करना या पार्टी में शामिल होना।
परीक्षा के बाद हमलोग खूब पार्टी करेंगे।