অর্থ : ମନେ ପକାଇବାର କ୍ରିୟା
উদাহরণ :
ଗୁରୁଜୀ ଏହି ପାଠ ମନେ ପକାଇବାକୁ କହିଛନ୍ତି
অন্যান্য ভাষায় অনুবাদ :
Learning so as to be able to remember verbatim.
The actor's memorization of his lines.অর্থ : କୌଣସି ଦେଖା,ଶୁଣା ବା ଘଟିଥିବା କଥାକୁ ଧ୍ୟାନକୁ ଆଣିବା
উদাহরণ :
ମୁଁ ଆପଣଙ୍କୁ ଆଗରୁ କେଉଁଠି ଦେଖିଛି ବୋଲି ମନେ ପକାଇ ପାରୁନାହିଁ
সমার্থক : ସ୍ମରଣ କରିବା, ସ୍ମୃତିଚାରଣ କରିବା
অন্যান্য ভাষায় অনুবাদ :
किसी देखी, सुनी या बीती हुई बात को ध्यान में लाना।
मैं याद नहीं कर पा रहा हूँ कि मैंने आपको पहले कहाँ देखा है।