অর্থ : ମାନିବା କାମ ଅନ୍ୟଦ୍ୱାରା କରାଇବା
উদাহরণ :
ରୁଷିଥିବା ପୁଅକୁ ମାଆ ତାହାର ସାଙ୍ଗଦ୍ୱାରା ମନାଇଲେ
অন্যান্য ভাষায় অনুবাদ :
অর্থ : ଅନ୍ୟକୁ ମାନିବା ନିମନ୍ତେ ପ୍ରଭାବିତ କରିବା
উদাহরণ :
କୌଣସି ପ୍ରକାରେ ମୁଁ ତାକୁ ମୋ ସହିତ ଆସିବାପାଇଁ ମନାଇଲି
সমার্থক : ମନେଇବା, ରାଜି କରାଇବା, ସ୍ୱୀକୃତ କରାଇବ
অর্থ : ରାଗି ଥିବା ବ୍ୟକ୍ତିକୁ ପ୍ରସନ୍ନ କରିବା
উদাহরণ :
ମାଆ ଛୁଆକୁ ମନାଉଛନ୍ତି
সমার্থক : ପ୍ରସନ୍ନ କରେଇବା
অন্যান্য ভাষায় অনুবাদ :
रूठे हुए को प्रसन्न करना।
माँ अपने बच्चे को मना रही है।অর্থ : ରାଜି କରାଇବା
উদাহরণ :
ମୁଁ ଏହି କାର୍ଯ୍ୟ କରିବା ପାଇଁ ସୋହନକୁ ରାଜି କରେଇଲି
সমার্থক : ପଟାଇବା, ରାଜି କରେଇବା
অন্যান্য ভাষায় অনুবাদ :
कोई कही हुई बात को मानने के लिए तैयार करना।
मैंने यह काम करने के लिए सोहन को मना लिया।