অর্থ : ମଧ୍ୟ ଭାଗ ବା ସ୍ଥାନ
উদাহরণ :
ଘରର ମଝିରେ ଅଗଣା ଅଛି
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁର ସେହି କେନ୍ଦ୍ରୀୟ ଅଂଶ ବା ଭାଗ ଯେଉଁଠି ତାହାର ସମସ୍ତ ପ୍ରାନ୍ତ ସମାନ ଦୂରତାରେ ପଡେ
উদাহরণ :
ଅଗଣାର ମଝିରେ ମନ୍ଦିର ବରକୋଳିର ମଝିରେ ମଞ୍ଜି
অন্যান্য ভাষায় অনুবাদ :
অর্থ : ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ
উদাহরণ :
ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି
সমার্থক : ଅନ୍ତବର୍ତ୍ତୀ, ମଝି, ମଧ୍ୟବର୍ତ୍ତୀ
অন্যান্য ভাষায় অনুবাদ :
Being neither at the beginning nor at the end in a series.
Adolescence is an awkward in-between age.