অর্থ : କୌଣସି ବିଚାର ବା ବିଷୟ ସମ୍ବନ୍ଧରେ ସବୁ ଲୋକଙ୍କ ଏକ ମତ ବା ରାୟ ହେବା ଅବସ୍ଥା ବା ଭାବ
উদাহরণ :
ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବିଦ୍ବାନମାନେ ଏକମତ ନୁହଁନ୍ତି
সমার্থক : ଏକମତ
অর্থ : ସମସ୍ତଙ୍କର ସମ୍ମତି ବା ରାୟ
উদাহরণ :
ଏହି କାମ ସର୍ବସମ୍ମତିରେ କରାଗଲା
সমার্থক : ସର୍ବସମ୍ମତି
অন্যান্য ভাষায় অনুবাদ :
Everyone being of one mind.
unanimity