অর্থ : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ
উদাহরণ :
ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା
সমার্থক : ପ୍ରବର୍ତ୍ତନା, ପ୍ରରୋଚନା, ମତାଣ
অন্যান্য ভাষায় অনুবাদ :
অর্থ : କାହାରିକୁ ଉତ୍ତେଜିତ କରିବା
উদাহরণ :
ରାମୁ ଘନଶ୍ୟାମଦ୍ୱାରା ମୋତେ ଉସ୍କେଇଲା ଆଉ ମୁଁ ମନୋହର ସହିତ ଝଗଡ଼ାକଲି
সমার্থক : ଉତ୍ସାହିତ କରିବା, ଉସ୍କେଇବା, ପ୍ରବର୍ତ୍ତାଇବା, ପ୍ରବର୍ତ୍ତେଇବା, ମତାଇବା
অন্যান্য ভাষায় অনুবাদ :