অর্থ : କୌଣସି ଧର୍ମର ମୂଳ କଥା ଯାହାକୁ ଗ୍ରହଣ କଲେ ସେ ବ୍ୟକ୍ତି ସେହି ଧର୍ମରେ ସମ୍ମିଳିତ ହୋଇଯାଏ
উদাহরণ :
କବୀର ଅଦ୍ୱୈତ ମତବାଦକୁ ମାନୁଥିଲେ
সমার্থক : ବିଶ୍ୱାସ
অন্যান্য ভাষায় অনুবাদ :
অর্থ : ବିଦ୍ୟା, କଳା ଆଦି ସମ୍ବନ୍ଧରେ କୌଣସି ବିଦ୍ୱାନଙ୍କଦ୍ୱାରା ପ୍ରତିପାଦିତ ଯେଉଁ ସିଦ୍ଧାନ୍ତକୁ ଅନେକ ଲୋକ ମାନିଥାନ୍ତି
উদাহরণ :
ଡାରୱିନଙ୍କର କ୍ରମବିକାଶ ସିଦ୍ଧାନ୍ତ ଅନୁସାରେ ମଣିଷର ବି ଲାଞ୍ଜ ଥିଲା
সমার্থক : ସିଦ୍ଧାନ୍ତ
অন্যান্য ভাষায় অনুবাদ :