অর্থ : ଯେଉଁ ବିଷୟରେ ଦୁଇ ବା ଅଧିକ ବିରୋଧୀ ପକ୍ଷ ରହିଛନ୍ତି ଏବଂ ଯାହାର ସତ୍ୟତା ନିର୍ଣ୍ଣୟ କରିବାକୁ ଅଛି
উদাহরণ :
ରାମ ଓ ଶ୍ୟାମ ମଧ୍ୟରେ ଚାଲିଥିବା ଜମି ମାମଲାର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ
সমার্থক : ମକଦ୍ଦମା, ମାମଲା, ମୋକଦମା, ମୋକଦ୍ଦମା
অন্যান্য ভাষায় অনুবাদ :
ऐसी बात जिसके विषय में दो या अधिक विरोधी पक्ष हों और जिसकी सत्यता का निर्णय होने को हो।
राम और श्याम के बीच चल रहे भूमि के विवाद का अभी तक कोई फैसला नहीं हुआ है।A disagreement or argument about something important.
He had a dispute with his wife.অর্থ : ଅଭିଯୋଗ, ଅପରାଧ, ଅଧିକାର ବା ଦେବାନେବା ଆଦିସହ ସମ୍ବନ୍ଧିତ ଯେଉଁ ବିବାଦ ନ୍ୟାୟାଳୟରେ କୌଣସି ପକ୍ଷ ତରଫରୁ ବିଚାର ପାଇଁ ଉପସ୍ଥାପିତ କରାଯାଏ
উদাহরণ :
ଏହି ମକଦ୍ଦମା ନ୍ୟାୟଳୟର ବିଚାରଧୀନ ଅଛି
অন্যান্য ভাষায় অনুবাদ :