অর্থ : ଯାହାକୁ ଦେଖିଲେ ଭୟ ବା ଡର ଲାଗେ
উদাহরণ :
ମହିଷାସୁରକୁ ମାରିବାପାଇଁ ମା’ କାଳୀ ପ୍ରଚଣ୍ଡ ରୂପ ଧାରଣ କରିଥିଲେ ମାନସିଂହ ଜଣେ ଉଗ୍ର ଡାକୁ ଥିଲା
সমার্থক : ଉଗ୍ର, ପ୍ରଚଣ୍ଡ, ବିକଟ, ଭୀଷଣ, ଭୟଂକର, ହିଂସ୍ର
অন্যান্য ভাষায় অনুবাদ :
जो अपने आकार-प्रकार, रूप-रङ्ग आदि की भीपणता या विकरालता के कारण देखनेवालों के मन में आतङ्क, आशङ्का या भय का संचार करता हो। जिसे देखने से भय या डर लगे।
महिषासुर को मारने के लिए माँ काली ने भयानक रूप धारण किया।Causing fear or dread or terror.
The awful war.অর্থ : ରକ୍ତ ପିଇବାବାଲା
উদাহরণ :
ଏହି ଜଙ୍ଗଲରେ ହିଂସ୍ରଜନ୍ତୁ ଭରପୂର ଭାବରେ ଅଛନ୍ତି
অন্যান্য ভাষায় অনুবাদ :
অর্থ : ଯାହା ବିଦାରକ ବା ଶେଷକରିଦେଇପାରେ
উদাহরণ :
ରାମଙ୍କ ବନବାସ ଯିବାପରେ ରାଜା ଦଶରଥ ତାଙ୍କର ଅନୁପସ୍ଥିତିକୁ ସହିପାରିଲେ ନାହିଁ ଫଳରେ ତାଙ୍କର ମୃତ୍ୟୁ ହୋଇଗଲା
অন্যান্য ভাষায় অনুবাদ :