অর্থ : କାହା ପ୍ରତି ମନରେ ଉତ୍ପନ୍ନ ହୋଇଥିବା ଭୁଲ ଧାରଣା
উদাহরণ :
ଆପଣଙ୍କ ସହ ମିଶିବା ପରେ ମୋର ଭ୍ରାନ୍ତି ଦୂର ହୋଇଗଲା ଆପଣ ଏହି ଭ୍ରାନ୍ତିରେ ରୁହନ୍ତୁ ନାହିଁ ଯେ ମୁଁ ଆପଣଙ୍କର କିଛି ଅନିଷ୍ଟ କରିପାରିବି ନାହିଁ
সমার্থক : ଭ୍ରମ, ଭ୍ରାନ୍ତ ଧାରଣା
অন্যান্য ভাষায় অনুবাদ :
An understanding of something that is not correct.
He wasn't going to admit his mistake.অর্থ : କାହାକୁ ଅନ୍ୟ କିଛି ଭାବିବା, ବୁଝିବା କ୍ରିୟା ବା ଭାବ
উদাহরণ :
ଅନ୍ଧାରରେ ଦଉଡ଼ିକୁ ଦେଖି ସାପର ଭ୍ରମ ହୋଇଥାଏ
সমার্থক : ଧୋକା, ପ୍ରତିଭାସ, ବିଭ୍ରମ, ଭ୍ରମ, ଭ୍ରାନ୍ତଧାରଣା, ମିଥ୍ୟାଜ୍ଞାନ
অন্যান্য ভাষায় অনুবাদ :